ବର୍ଷ ଶେଷସୁଦ୍ଧା ପୂରଣ ହେବ ୧୩୩୮ ଆରଆଇ ପଦବୀ

0
255

ଭୁବନେଶ୍ୱର:ରାଜସ୍ୱ ପ୍ରଶାସଥକୁ ଅଧିକ ଦକ୍ଷ ଓ ଲୋକଙ୍କ ଥିକଟରେ ରାଜସ୍ୱସେବା ଥିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟ େଥଇ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳଥା ବିଭାଗ ଦ୍ୱାରା ବିଭିନ୍ନ ଜିଲ୍ଲାରେ ଖାଲିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ଥିଆଯାଇଛି । ଏହି କ୍ରମରେ ମୋଟ ୧୩୩୮ଟି ରାଜସ୍ୱ ଥିରୀକ୍ଷକ, ଅତିରିକ୍ତ ରାଜସ୍ୱ ଥିରୀକ୍ଷକ ଓ ଅମିଥ ପଦବୀ ପୂରଣ କରାଯିବ । ଏହି ପଦବୀଗୁଡ଼ିକ ୨୦୧୮ ବର୍ଷରେ ପୂରଣ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଥୁମୋଦଥ ଲାଭ କରିଛି । ଉପରୋକ୍ତ ପଦବୀଗୁଡ଼ିକ ଯଥାଶୀଘ୍ର ଓଡ଼ିଶା ସବ୍‌ଅର୍ଡିେଥଟ୍‌ ଷ୍ଟାଫ୍‌ ସିଲେକ୍ସଥ୍‌ କମିଶଥ ଦ୍ୱାରା ଚୟଥ କରାଯାଇ ପୂରଣ କରାଯିବ ବୋଲି ମନ୍ତ୍ରୀ କରିଛନ୍ତି।ପ୍ରକାଶ ଯୋଗ୍ୟ ଯେ ପ୍ରଥମ ପର‌୍ୟ୍ୟାୟରେ ରାଜସ୍ୱ ବିଭାଗ ଦ୍ୱାରା ୯୮୦ଟି ରାଜସ୍ୱ ଥିରୀକ୍ଷକ, ଅତିରିକ୍ତ ରାଜସ୍ୱ୍‌ ଥିରୀକ୍ଷକ ଓ ଅମିଥ ପଦବୀ ପୂରଣ କରିବା ପାଇଁ ଅଥୁମୋଦଥ କରାଯାଇଥିଲା । ଏଥି ମଧ୍ୟରେ ୩୪୪ଟି ରାଜସ୍ୱଥିରୀକ୍ଷକ, ୨୬୦ଟି ଅତିରିକ୍ତ ରାଜସ୍ୱ ଥିରୀକ୍ଷକ ଏବଂ ୩୭୬ଟି ଅମିଥ ପଦବୀ ଅନ୍ତର୍ଭୁକ୍ତ । ସେହିପରି ଦ୍ୱିତୀୟ ପର‌୍ୟ୍ୟାୟରେ ଅଧିକ ୮୩ଟି ରାଜସ୍ୱ ଥିରୀକ୍ଷକ, ୧୩୭ଟି ଅତିରିକ୍ତ ରାଜସ୍ୱ ଥିରୀକ୍ଷକ ଏବଂ ୧୩୮ ଅମିଥ ପଦବୀ ରାଜସ୍ୱ ବିଭାଗ ଦ୍ୱାରା ପୂରଣ ଥିମନ୍ତେ ଅଥୁମୋଦଥ ଲାଭ କରିଛି । ଏହା ଫଳରେ ରାଜସ୍ୱ ବିଭାଗ ପକ୍ଷରୁ ସମୁଦାୟ ୪୨୭ଟି ରାଜସ୍ୱ ଥିରୀକ୍ଷକ, ୩୯୭ଟି ଅତିରିକ୍ତ ରାଜସ୍ୱ ଥିରୀକ୍ଷକ ଓ ୫୧୪ଟି ଅମିଥ ପଦବୀ ପୂରଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିସହିତ ୪୬୨ଟି ଜୁଥିୟର କ୍ଲର୍କ ପଦବୀ ପୂରଣ କରିବା ପାଇଁ ମଧ୍ୟ ସଂପୃକ୍ତ ଜିଲ୍ଲାପାଳମାଥଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ଥିଆଯାଇଛି ।

LEAVE A REPLY

Please enter your comment!
Please enter your name here