ବୈଜୟନ୍ତ ପଣ୍ଡା ଗିରଫ ଆମର ଦାବି, ଅଭିଜିତ ଆୟାରକୁ ଗିରଫ ଆମର ଦାବି: ବିଜେଡ଼ି

0
374

ଭୁବନେଶ୍ବର:ବୈଜୟନ୍ତ ଓ ତ।ଙ୍କ ବନ୍ଧୁଙ୍କ ପ।ଇଁ ଅଡ଼ୁଆ ବଢ଼ିବାରେ ଲ।ଗିଛି । ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟ।ରଙ୍କ ବିବ।ଦିୟ ପୋଷ୍ଟ ଏବେ ଚର୍ଚ୍ଚାରେ ଏହ।କୁ ଭିର୍ତ୍ତିକରି ଶ।ସକ ବିଜେଡ଼ି ଅଣ୍ଟା କଷି ବ।ହ।ରିଛି । ‘ପରିବେଶ ଉଲ୍ଲଂଘନକାରୀ ବୈଜୟନ୍ତ ପଣ୍ଡା ଗିରଫ ଆମର ଦାବି’, ‘ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ ମାନସିକ ଆଘାତ ଦେଇଥିବା ଅଭିଜିତ ଆୟାରକୁ ଗିରଫ ଆମର ଦାବି’ ଏଭଳି ଲେଖା ହୋଇଥିବା ଫ୍ଲେକ୍ସ ଧରି, ନାରାବାଜି କରି ଶାସକ ବିଜେଡ଼ି ବିଧାୟକମାନେ ବିଧାନସଭା ପରିସରକୁ କମ୍ପାଇ ଦେଇଛନ୍ତି  । ଗାନ୍ଧୀ ପ୍ରତିମୂର୍ତି ତଳେ ସେମାନେ ଫ୍ଲେକ୍ସ ପ୍ରଦର୍ଶନ କରି ଜୋରଦାର ନାରାବାଜି କରିଛନ୍ତି  । ଏହି ଘଟଣ।କୁୁ ନେଇ ଏବେ ର।ଜନୀତି ଜୋର ଧରିଛି । ଏପଟେ ବିରୋଧୀ ବିି ଚିିିଲିକ। ଉପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼।ଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦ।ବି କରିଛି ।

ଆଜି ଶ।ସକ ବିଜେଡ଼ି ବୈଜୟନ୍ତ ଓ ତ।ଙ୍କ ବନ୍ଧୁଙ୍କ ବିରୋଧରେ ବିଧ।ନସଭାର ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇ ହାଲାବୋଲ କରିଥିଲା ଶାସକ ବିଜେଡ଼ି  । ଗୃହ ମୁଲତବୀ ପରେ ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ରୋହିତ ପୂଜାରୀ, ସଂଜୀବ ସାହୁ, ସମୀର ରଞ୍ଜନ ଦାସ, ପ୍ରୀତିରଂଜନ ଘଡେ଼ଇ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରମେଶ ଚନ୍ଦ୍ର ମାଝୀ, ପୁଷ୍ପେନ୍ଦ୍ର ସିଂହଦେଓ, ଜୀବନ ପ୍ରଦୀପ ଦାସ, ବ୍ୟୋମକେଶ ରାୟ, ଆକାଶ ଦାସ ନାୟକ, ପ୍ରିୟଦର୍ଶୀ ମିଶ୍ର, ପ୍ରମିଳା ମଲ୍ଲିକ ପ୍ରମୁଖଙ୍କ ସମେତ ଅନେକ ବିଜେଡ଼ି ବିଧାୟକ ଗାନ୍ଧୀ ପ୍ରତିମୂର୍ତି ତଳକୁ ଚାଲି ଆସିଥିଲେ  । ସେଠାରେ ଫ୍ଲେକ୍ସ ପ୍ରଦର୍ଶନ କରି ବୈଜୟନ୍ତ ପଣ୍ଡା ଓ ଅଭିଜିତ ନାୟାରଙ୍କୁ ଗିରଫ ପାଇଁ ଦାବି କରିଥିଲେ  ।

LEAVE A REPLY

Please enter your comment!
Please enter your name here