ଦିଲ୍ଲୀରେ ବୈଜୟନ୍ତ ଏବେ ଏପଟେ ନହେଲେ ସେପଟେ !

0
3482

 

ଭୁନନେଶ୍ୱର: ବିଜେପି ରେ ମିଶିବେ ମିଶିବେ ବୋଲି ଏ ଭିତରେ ଅନେକ ଦିନ ହୋଇଗଲ।ଣି ଏପଟେ ର।ଜ୍ୟ ର।ଜନୀତି ଉଠୁଛି ପଡୁଛି କେଉଁ ମୂହୁର୍ତ୍ତରେ କିଏ ବିଦ। ହଉଛି ତ କିଏ ଗେହ୍ଲ।ପୁଅ ହେଉଛି । ଖବର ମିଳୁଛି କ।ଳେ ବୈଜୟନ୍ତ ପଣ୍ଡା ଦିଲ୍ଲୀ ଯ।ଇଛନ୍ତି । ଏପଟ ନହେଲେ ସେପଟେ ଯ।ହ। ହେଲେ ଗୋଟେ ଫ।ଇନ।ଲ କରିକି ଆସିବେ ବିଜେପିରେ ମିଶିବେ ନହେଲେ ବେଳ ଥ।ଉ ଆଗ।ମି କ।ର୍ଯ୍ୟପନ୍ଥା ନିର୍ଦ୍ଦ।ରଣ କରିବେ । ଏପଟେ ବିଜୁ ଅନୁଗାମୀ ଏକାଠି ହୋଇ ଏକ ନୂଆ ସମୀକରଣ କରିବାର ଯେଉଁ ପରିକଳ୍ପନା କରାଯାଉଛି ସେଥିରେ ଭଟ୍ଟାବି ପଡ଼ି ଯ।ଇପ।ରେ । ଯଦି ବୈଜୟନ୍ତ ବିଜୁ ଅନୁଗ।ମୀଙ୍କ ସହ ନ ରୁହନ୍ତି ତେବେ ଏହି ସମୀକରଣ ସଫଳ ହୋଇପାରିବ ନାହିଁ ବୋଲି ର।ଜନୈତିକ ମହଲରେ ଚର୍ଚ୍ଚାବି ହେଉଛି । ସେ ମୂଳରୁ ବିଜେପି ମୁହାଁ ହୋଇ ରହିଛନ୍ତି, ଯେଉଁଥିପାଇଁ କି ତାଙ୍କୁ ଆଜି ବିଜେଡିରୁ ବିଦା ହେବାକୁ ପଡ଼ିଲା । ଏଣୁ ସେ ହଠାତ ବିଜେପିରେ ଯୋଗ ଦେବା ଆଶାକୁ ଛାଡ଼ି ପାରୁନାହାଁନ୍ତି । ଫଳରେ ଅନୁଗତକୁ ଏକାଠି କରିବା ପାଇଁ ଯେଉଁ ପରିକଳ୍ପନା କରାଯାଉଥିଲା ତାହା ଆଗେଇ ପାରୁନାହିଁ । ବିଜୁ ଅନୁଗ।ମୀଙ୍କୁ ଇନ୍ଧନ ଯୋଗ।ଇବ।କୁ ହେଲେ ବୈଜୟନ୍ତଙ୍କ ସ।ଥ୍ ନିହାତି ଜରୁରୀ ଏକଥ।କୁ ଏଡ଼।ଇ ଦିଆଯ।ଇ ପ।ରିବ ନ।ହିଁ । ବର୍ତ୍ତମାନ ପରିସ୍ଥିତିରେ ତ।ଙ୍କ ର ସହଯୋଗ ଏକ।ନ୍ତ ଲୋଡ଼ା କେବଳ ସେ ହିଁ ମୁଖ୍ୟଭାବେ ଏହି ପରିକଳ୍ପନାକୁ ଆଗକୁ ବଢ଼ାଇ ପାରିବେ ବୋଲି ଧରି ନିଆ ଯ।ଇପ।ରିବ ।

ପୂର୍ବରୁ ବୈଜୟନ୍ତ ବିଜେଡିରେ ରହିଥିଲେ ବି ୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଦେଖିବ।କୁ ପ।ଇଥିଲେ ନବୀନ ପଟ୍ଟନାୟକ । ବୈଜୟନ୍ତଙ୍କ ଆଚରଣ ଓ ଉଚ।ରଣରେ କେବଳ ମୋଦି ହିଁ ମୋଦି ଦେଖିବ।କୁ ପ।ଇଥିଲେ ନବୀନ ଯାହା ତାଙ୍କୁ ନବୀନଙ୍କଠାରୁ ଦୂରେଇ ରଖିଲା । କୁହାଯାଉଛି, ନବୀନ ଯେତେବେଳେ ତାଙ୍କର ସବୁ ସାଂସଦ ଟିମ୍କୁ ଧରି ମୋଦିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ସେଠାରେ କୁଆଡ଼େ ମୋଦି ବୈଜୟନ୍ତଙ୍କୁ ଡାକି ପାଖରେ ବସାଇଥିଲେ । ଏହି ଘଟଣା ନବୀନଙ୍କୁ ବାଧିଥିଲା । ଏହାପରଠାରୁ ବୈଜୟନ୍ତଙ୍କୁ ଆଉ ନବୀନ ବିଶ୍ୱାସକୁ ନେଲେ ନାହିଁ । କ୍ରମେ ତାଙ୍କୁ ଦୂରେଇଦେବାରେ ଲାଗିଲେ । ବୈଜୟନ୍ତ ବି ନବୀନଙ୍କ ଧାରଣାକୁ ବଦଳାଇବା ପାଇଁ ଉଦ୍ୟମ ନ କରି ତାକୁ ଉଜ୍ଜିବତ କରିବାରେ ଲାଗିଲେ । ଯ।ହ। ବିଜେଡ଼ିକୁ ବ।ଧିଥିଲ। ବ।ରମ୍ବ।ର ତୃତୀୟ ମହଲ। ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିବ। ଦଳକୁ ଛ।ଡି ମୋଦିଙ୍କୁ ପ୍ରଶଂସା କରିବା ଆଦି କରିବା ଯୋଗୁଁ ବିଜେଡ଼ି ବୈଜୟନ୍ତଙ୍କୁ ଦଳରୁ ବହିଷ୍କାର କରିଥିଲା । ଯ।ହ।ର ଜବାବ ଦେବା ପ।ଇଁ ବୈଜୟନ୍ତ ମନେ ମନେ ସ୍ଥିର କରି ରହିଛନ୍ତି ।
କୁହାଯାଉଛି ବିଜେପିରେ ସାଧାରଣ ଭାବେ ମିଶିବାର ହୋଇଥିଲେ ବୈଜୟନ୍ତ ଏତେବେଳେକୁ ମିଶି ସାରନ୍ତେଣି । କିନ୍ତୁ ମିଶିବା ପୂର୍ବରୁ ସେ ତାଙ୍କ ରାଜନୀତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ସେ କେତେକ ସର୍ତ୍ତ ବିଜେପି ନେତାଙ୍କ ଆଗରେ ରଖିଛନ୍ତି । ଯାହା ଚୂଡ଼ାନ୍ତ ହୋଇପାରୁନାହିଁ କି ସେ ମିଶି ପାରୁନାହାଁନ୍ତି । ଆଲୋଚନ। ହୋଉଛି ସର୍ତ୍ତରେ ଅଟକି ରହିଛି ବୈଜୟନ୍ତ ଙ୍କ ମିଶ୍ରଣ ପର୍ବ ତ।ଙ୍କ ସର୍ତ ମୁତାବକ ବୈଜୟନ୍ତ କୌଣସି ଏକ ରାଜ୍ୟର ରାଜ୍ୟସଭାରୁ ନିର୍ବାଚିତ ହୋଇ ଯିବେ ଏବଂ ତାଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବେ । ଏଥିସହ ଆସନ୍ତା ନିର୍ବାଚନରେ ଓଡ଼ିଶାରେ ସେ ବିଜେପିରେ ଛବି ହେବେ । ଅର୍ଥାତ୍ ବିଜେପି ତାଙ୍କୁ ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭ।ବେ ଘୋଷଣା କରିବ । ଯଦି ବିଜେପି ବୈଜୟନ୍ତଙ୍କ ମଧ୍ୟରେ ଡ଼ିଲ୍ ହୋଇଯ।ଏ ତ।ହେଲେ ବୈଜୟନ୍ତ ବିଜୁ ଅନୁଗ।ମୀଙ୍କୁ ଛ।ଡ଼ି ଗେରୁଆ ଦଳରେ ସ।ମିଲ ହେବେ ନଚେତ ସେ ତ।ଙ୍କର ଆଗ।ମୀ କ।ର୍ଯ୍ୟପନ୍ଥ। ନିର୍ଦ୍ଦ।ରଣ କରିବେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here