ଏକ।ଠି ଗଣେଶଙ୍କୁ ପୂଜିଲେ ଶ୍ରୀକ।ନ୍ତ ନିରଞ୍ଜନ

0
398

ଭୁବନେଶ୍ୱର: ଗଣେଶ ପୂଜା ଅବସରରେ ଗତକାଲି ଶ୍ରୀକାନ୍ତ ଜେନାଙ୍କ ଘରେ ଗଣେଶ ପୂଜା ଆୟୋଜିତ ହୋଇଥିଲା।ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲ। ନିରଞ୍ଜନଙ୍କ ସହ ଦଳର ଅନ୍ୟ କିଛି ନେତା ମଧ୍ୟ ଉପପ୍ଥିତ ଥିଲେ ।

ନିରଞ୍ଜନ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ବେଶ୍ କିଛି ସମୟ ଭାବ ବିନିମୟ ହୋଇଥିବ। ଦେଖି ବ।କୁ ମିଳିଥିଲା ।

ନିରଞ୍ଜନ ପିସିସି ସଭାପତି ହେବା ପରେ ଶ୍ରୀକାନ୍ତ ବିଭିନ୍ନ ପ୍ରସଙ୍ଗରେ ଦଳୀୟ ଫୋରମ୍‌କୁ ପତ୍ର ଲେଖିବାକୁ ନେଇ ଚର୍ଚ୍ଚା ହେଉଥିଲା।

ଏପରିକି ନିରଞ୍ଜନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ତେର୍ଚ୍ଛା ବାଣ ମାରୁଥିଲେ ଶ୍ରୀକାନ୍ତ। ତେବେ ନିରଞ୍ଜନଙ୍କୁ ଶ୍ରୀକାନ୍ତଙ୍କ ଘରେ ଦେଖିବା ପରେ କଂଗ୍ରେସ ଦଳରେ ଏବେ ନୂଆ ସମୀକରଣ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here