ଶିଶୁକନ୍ୟାଙ୍କୁ ବଳାତ୍କାର ଘଟଣା: ମାମୁ ଅଟକ

0
52

ଭୁନନେଶ୍ୱର: ବଡ଼ଗଡ଼ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ବୁଧବାର ସମ୍ପୃକ୍ତ ଶିଶୁକନ୍ୟାଙ୍କ ନାବାଳକ ମାମୁଙ୍କୁ ଅଟକ ରଖିଛି।

ସୂଚନା ମୁତାବକ, ଶିଶୁକନ୍ୟା ଜଣକ ଘର ନିକଟରେ ଖେଳୁଥିଲେ। ଏହି ସମୟରେ ଉକ୍ତ ନାବାଳକ  ତାଙ୍କୁ ଦୋକାନକୁ ଖାଇବାକୁ ଯିବା ପାଇଁ ଡାକି ନେଇଥିଲେ। ପରେ ଘର ନିକଟ ଏକ ନିଛାଟିଆ ଜାଗାକୁ ନେଇ ତାଙ୍କୁ ବଳାତ୍କାର କରିଥିଲେ। ଝିଅଟି ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ବେଳେ ନାବାଳକ ଫେରାର ହୋଇଯାଇଥିଲେ।

LEAVE A REPLY

Please enter your comment!
Please enter your name here