ସାଂସଦଙ୍କ ପ୍ରତିନିଧିଙ୍କ ଦାଦାଗିରି,ଯୁବକଙ୍କୁ ଆଣ୍ଠେଇ ଗୋଇଠା ମ।ରିଲେ

0
347

ଅନୁଗୁଳ : ଦିନକୁ ଦିନ ର।ଜନେତ। ମ।ନେ ଲୋକଙ୍କ ସହ ରହି ଲୋକଙ୍କ ସେବ। କରିବେ କଣ ଲୋକଙ୍କ ଠ।ରୁ ସେବ। ଚ।ହୁଁ ଥିବାର ନଜର ଆସୁଛି । ଲୋକଙ୍କ ସୁଖ ଦୁଖରେ ସ।ଥି ହେବେ କଣ ତାଙ୍କୁ ବିଚ୍ ର।ସ୍ତ।ରେ ତ।ଙ୍କ ମଣିଷ ପଣିଅକୁ ଲୁଣ୍ଠନ କରୁଛନ୍ତି । ଏମିତି ଏକ ଅଭାବ ନୀୟ ଘଟଣା ଦେଖିବ।କୁ ମିଳିଛି ଅନୁଗୁଳରେ ଘଟଣାଟି ଏହିପରି ଜଣେ ର।ଜନୈତିକ ଲୋକଙ୍କ ଆଗରେ ଗାଡ଼ି କାଟି ଚାଲିଗଲେ ବୋଲି ସଜା ମିଳିଛି । ଜାତୀୟ ରାଜପଥ କଡ଼ରେ ଦୁଇ ଜଣ ଯୁବକ ଆଣ୍ଠେଇବା ସହ ତାଙ୍କୁ ଠିଆ ଗୋଇଠା ଖାଇବାକୁ ପଡିଛି । କେବଳ ଠିଆ ଗୋଇଠା ନୁହେଁ, ପାଞ୍ଚଣରେ ମାଡ଼ ମଧ୍ୟ ମରାଯାଇଛି ।
ସୂଚନାରୁ ପ୍ରକାଶ,ଅନୁଗୁଳର ବଅଁରପାଳର ୫୫ ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଦିନ ଦ୍ୱିପହରରେ ଦେଖିବାକୁ ମିଳିଛି ପ୍ରଜାକୋର୍ଟ । ଦୁଇଜଣ ଯୁବକଙ୍କୁ ରାଜପଥ କଡରେ ଆଣ୍ଠେଇବା ସହ ମାଡ ଓ ଅସଭ୍ୟ ଭାଷା ପ୍ରୟୋଗ କରିଛନ୍ତି ଜଣେ ରାଜନେତା । ସେ ରାସ୍ତାରେ ଆସୁଥିବା ସମୟରେ ଏହି ଦୁଇ ବାଇକରେ ତାଙ୍କୁ କଟ ମାରି ଆଗକୁ ଯାଇଥିଲେ । ଏହି ଘଟଣାରେ ରାଜନେତା ଜଣକ ଉତକ୍ଷିପ୍ତ ହୋଇ ବଅଁରପାଳ ଛକଠାରେ ଦୁଇ ଜଣଙ୍କୁ ରୋକି ଏପରି ଦଣ୍ଡ ଦେଉଥିବାର ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଲା ସଂପୃକ୍ତ ବ୍ୟକ୍ତି ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ବି ଏହାକୁ ଅଟାଇବାକୁ ସାହସ କରିନଥିଲେ । କାରଣ ଦଣ୍ଡ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସାଂସଦଙ୍କ ପ୍ରତିନିଧି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here