ବାରିପଦାରେ ଡ଼ବଲ ମର୍ଡ଼ର – ଗଳାକାଟି ଦମ୍ପତିଙ୍କୁ ହତ୍ୟା

0
47

ବାରିପଦା- ବାରିପଦାରେ ଡ଼ବଲ ମର୍ଡ଼ର  ଘଟିଛି ।  ଗଳାକାଟି ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ  ସଦର ଥାନା ଅନ୍ତର୍ଗତ କୁକୁଡ଼ାଝଡ଼ି ଗାଁ ରେ ଏହି ଡ଼ବଲ ମର୍ଡ଼ର ଘଟିଛି । ପୂର୍ଣ୍ଣ ହେମ୍ବ୍ରମ ଓ ତାଙ୍କ ପତ୍ନୀ ଶିଙ୍ଗ ହେମ୍ବ୍ରମ ଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଛି । ହତ୍ୟାର କାରଣ ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here