AIIMS ରେ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ

0
140

ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଯୋଧପୁର( AIIMS, Jodhpur) ଖାଲି ଥିବା ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରଫେସର,ଆସିଷ୍ଚାଣ୍ଟ ପ୍ରଫେସର ଓ ଅନ୍ୟ ପଦବୀ ଗୁଡ଼ିକ ପାଇଁ ବି‍ଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ ସୂଚୀ ଅନୁସାରେ ଆବେଦନ କରିପାରିବେ ।

ସମୁଦାୟ ପଦ ସଂଖ୍ୟା :  ୭୩

ଆସିଷ୍ଟାଣ୍ଟ୍ ପ୍ରଫେସର : ୧୨

ଆସୋସିଏଟ୍ ପ୍ରଫେସର : ୧୮

ଆଡିଶନାଲ୍ ପ୍ରଫେସର : ୧୮

ପ୍ରଫେସର : ୨୫

ଯୋଗ୍ୟତା : ଆଶାୟୀପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ସର୍ଜିକାଲ୍ ସ୍ପେଶାଲିଟିରେ MD/MS ଏବଂ MCh ରେ ପୋଷ୍ଟ୍ ଗ୍ରାଜୁଏସନ୍ ଡିଗ୍ରୀ କରିଥିବେ। ମେଡିକାଲ୍ ସୁପର୍ ସ୍ପେଶାଲିଟି ପାଇଁ ଡିଏମ୍ ହୋଇଥିବା ଆବଶ୍ୟକ । ଏହାସହ ୧୨ ରୁ ୧୪ ବର୍ଷର ଅଭିଜ୍ଞତା ଥିବା ଦରକାର ।

ବୟସ ସୀମା : ଆଶାୟୀ ପ୍ରାର୍ଥୀଙ୍କ ବୟସସୀମା ୫୦ ବର୍ଷରୁ ଅଧିକ ହୋଇନଥିବ ।

ଦରମା :

ଆସିଷ୍ଟାଣ୍ଟ୍ ପ୍ରଫେସର : ୧୫,୬୦୦ ରୁ ୩୯,୧୦୦ ଟଙ୍କା

ଆସୋସିଏଟ୍ ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା

ଆଡିଶନାଲ୍ ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା

ପ୍ରଫେସର : ୩୭,୪୦୦ ରୁ ୬୭,୦୦୦ ଟଙ୍କା

ଆବେଦନ ଫିସ୍ :

ଜେନେରାଲ୍ ଏବଂ ଓବିସି : ୩୦୦୦

ଏସସି/ଏସଟି : ୧୦୦୦

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଜରିଆରେ ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ କରାଯିବ ।

ଅନ୍ତିମ ତାରିଖ : ୨୪ ଅଗଷ୍ଟ ୨୦୧୮

କିଭଳି କରିବେ ଆବେଦନ :  aiimsjodhpur.edu.in  ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଜବ୍ ଲୋକେସନ୍ : ଯୋଧପୁର(ରାଜସ୍ଥାନ)

LEAVE A REPLY

Please enter your comment!
Please enter your name here