କଟକରେ ଦବିଗଲା ରାସ୍ତା

0
41

କଟକ  : ଭୁବନେଶ୍ୱର ପରେ କଟକରେ ଦବିଲା ରାସ୍ତା ; ସିଡ଼ିଏ ସେକ୍ଟର ୯ ରିଲାଏନ୍ସ ଫ୍ରେସ ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି ଏକ ବଡ ଗାତ | ୧୫ ଫୁଟ ଗଭୀର ଓ ୪ ଫୁଟ ଓସାରର ଏକ ଗାତ ସୃଷ୍ଟି ହୋଇଛି | ନିମ୍ନ ମାନର କାମ ଯୋଗୁଁ ବର୍ଷାରେ ରାସ୍ତା ଦାବି ଯାଇଥିବା ଅଭିଯୋଗ ହୋଇଛି | ଏଥିପାଇଁ ସ୍ଥାନୀୟ କର୍ପୋରେଟରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ |

LEAVE A REPLY

Please enter your comment!
Please enter your name here