ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା

0
125

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଗୁରୁବାର ମନ୍ତ୍ରୀମଣ୍ଡଳର ଏକ ଜରୁରିକାଳୀନ ବୈଠକ ଡକାଇଥିଲେ। ଏହି ବୈଠକରେ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରାଯାଇଛି। ଏହାପରେ କେସିଆର୍‌ ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହଙ୍କୁ ଭେଟି ବିଧାନସଭା ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟପାଳ ଏହାକୁ ଗ୍ରହଣ କରି ନେଇଛନ୍ତି। ଏହାପରେ ରାଜ୍ୟପାଳ କେସିଆରଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି

LEAVE A REPLY

Please enter your comment!
Please enter your name here