ଗ୍ଲୋବାଲ ମୋବିଲିଟି ସମିଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

0
55

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମ ଗ୍ଲୋବାଲ ମୋବିଲିଟି ସମିଟ(ମୁଭ)ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଭଲ ଗତିଶୀଳତା ଚାକିରି, ଇନଫ୍ରାଷ୍ଟ୍ରକ୍ଚର ଓ ଜୀବନ ଶୈଳୀରେ ସୁଧାର ଆଣିବ ବୋଲି ସେ କହିଛନ୍ତି। ଭାରତ ଏବେ ଅଗ୍ରଗତି କରୁଛି। ଆମର ଅର୍ଥନୀତି ମଧ୍ୟ ସୁଦୃଢ ହେଉଛି। ତେଣୁ ଭବିଷ୍ୟତରେ ଭାରତ ଆହୁରି ଉନ୍ନତି କରିବ ବୋଲି ସେ ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here