ଏସ୍‌ପିଙ୍କ ଆତ୍ମହତ୍ୟା ଉଦ୍ୟମ

0
180

କାନପୁର: ଉତ୍ତରପ୍ରଦେଶ କାନପୁର ସିଟି ଏସ୍‌ପି ସୁରେନ୍ଦ୍ର କୁମାର ଦାସ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ରହିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ତେବେ ଏହାକୁ ନେଇ ପୋଲିସ ବିଭାଗ ଉଚ୍ଚଅଧିକାରୀଙ୍କ ମଧ୍ୟରେ ବେଶ୍‌  ତତ୍ପରତା ପ୍ରକାଶ ପାଇଛି। ସେ କାହିଁକି ଜହର ଖାଇଲେ ସେନେଇ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ।

LEAVE A REPLY

Please enter your comment!
Please enter your name here