ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରି ଲଣ୍ଡା କଲେ ଦୋକାନୀ

0
107

ବାଲେଶ୍ଵର :ରେମୁଣା ସୋମନାଥପୁରରେ ଖୁଚୁରା ପଇସା ନ ନେବାରୁ ଦୋକାନୀ-ଗ୍ରାହକଙ୍କ ମଧ୍ୟରେ ବଚସା, ଖୁଚୁରା ପଇସା ଦେବାରୁ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରି ଲଣ୍ଡା କଲେ ସ୍ଥାନୀୟ ଦୋକାନୀ, ଦୋକାନୀଙ୍କୁ ଅଟକ ରଖିଲା ଶିଳ୍ପାଞ୍ଚଳ ଥାନା ପୋଲିସ .

 

LEAVE A REPLY

Please enter your comment!
Please enter your name here