ଭିଜିଲାନ୍ସରେ ଜାଲରେ ଦୁଇ ସରକାରୀ ଅଧିକାରୀ

0
32

କଳାହାଣ୍ଡି : ଭିଜିଲାନ୍ସରେ ଜାଲରେ ୨ ସରକାରୀ ଅଧିକାରୀ । କଳାହାଣ୍ଡି ମଦନପୁର-ରାମପୁର ବ୍ଲକ୍ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ପିତାମ୍ବର ମହାକୁଡ ଓ କେସିଙ୍ଗା ବ୍ଲକ୍ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣାଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି । ମଦନପୁର-ରାମପୁର, ସିରିପାଲି, ଭବାନୀପାଟଣା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ ହେ।ଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here