ମେଡିକାଲ କଲେଜ ପାଇଁ ଜାଗା ଯୋଗାଇ ଦେବ।କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

0
320

ଭୁବନେଶ୍ୱର: ଓଡ଼ିଶାରେ ଆହୁରି ୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ଓଡ଼ିଶାର ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ବି ମେଡିକାଲ ପ୍ରତିଷ୍ଠା କରାଯିବ । ଯାଜପୁରରେ ମେଡିକାଲ କଲେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଏକର ଜମି ଯୋଗାଇ ଦେଇଛନ୍ତି । ତେବେ ଯାଜପୁରରେ ମେଡିକାଲ କଲେଜ ନିର୍ମାଣ ପାଇଁ ମୋଟ ୨୦ ଏକର ଜମି ଦରକାର ଅଛି । ଜମି ଶୀଘ୍ର ଦେଲେ ଏନେଇ ପ୍ରସ୍ତାବ ଚୂଡ଼ାନ୍ତ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହଛନ୍ତି । ସୋମବାର ବହୁ ପ୍ରତୀକ୍ଷିତ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ ଉତ୍ସବରେ ଯୋଗଦେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here