ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର, ମାଓ ଚିନ୍ତକ ବାରବରା ରାଓ ସମେତ ୮ ଗିରଫ

0
327

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଅଭିଯୋଗରେ ପୁଲିସ ମୋଟ ୮ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ପ୍ରଖ୍ୟାତ ବିପ୍ଳବୀ କବି ତଥା ମାଓ ଚିନ୍ତକ ବାରବରା ରାଓ ମଧ୍ୟ ସାମିଲ ଅଛନ୍ତି । ବାରବରା ରାଓଙ୍କୁ ପୁନେ ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି । ବାରବରାଙ୍କ ସମେତ ଅନ୍ୟ ୭ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ସାମ୍ବାଦିକ ଓ ଜଣେ ପ୍ରଫେସର ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here