ନଟିଂହାମେରେ ଟେଷ୍ଟ ଜିତିଲ। ଭାରତ

0
40

ଇଂଲଣ୍ଡରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଭାରତ ଶେଷ ଟେଷ୍ଟରେ ବିଜୟ ହୋଇଛି । ନଟିଂହାମ୍ରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚକୁ ଭାରତ ୨୦୩ ରନ୍ରେ ଜିତିନେଇଛି । ପୂର୍ବରୁ ୨ଟି ଟେଷ୍ଟ ଇଂଲଣ୍ଡ ସପକ୍ଷରେ ଯାଇଥିଲା । ଟେଷ୍ଟମ୍ୟାରେ ଇଂଲଣ୍ଡ ୨ଟି ଜିତିଥିଲା ବେଳେ ଭାରତ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି । ଟେଷ୍ଟମ୍ୟାଚ ଶୃଙ୍ଖଳାରେ ନିଜର ପରାଜୟର ଗ୍ଲାନିକୁ ଦୂର କରିବାରେ ଭାରତୀୟ ଖେଳାଳିମାନେ ସମର୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here