ସ୍ମ।ର୍ଟସିଟିରେ ସ୍ମ।ର୍ଟ କିନ୍ନରଙ୍କ ଦ।ଦ।ଗିରି

0
354

ଭୁବନେଶ୍ୱର: ଖଣ୍ଡଗିରିରେ ରବିବାର ରାତିରେ ଉତେଜନା ଦେଖ ଦେଇଛି। ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ କରିଛନ୍ତି।
ଜଣେ ଯୁବକଙ୍କୁ ଅଟକାଇ କେତେକ କିନ୍ନର ଜବରଦସ୍ତ ପଇସା ମାଗିବା ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକ ମାଡ଼ମାରି 4 କିନ୍ନରଙ୍କୁ ବାନ୍ଧି ଥାନାରେ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଗାଡି ମଟର ପୋଡ଼ା ଜଳା ମଧ୍ୟ ହୋଇଛି।

 

LEAVE A REPLY

Please enter your comment!
Please enter your name here