ଏସିଆନ୍ ଗେମ୍ସ, ଭାରତକୁ ପ୍ରଥମ ପଦକ

0
84

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍ ଗେମ୍ସ ରେ ରବିବାର ପ୍ରଥମ ପଦକ ହାସଲ କରିଛି ଭାରତ। ଭାରତ ତରଫରୁ ସୁଟିଂ ରେ ଏ. ଚନ୍ଦେଲା ଏବଂ ଆର. କୁମାରଙ୍କ ଯୋଡ଼ି ଏହି ପଦକ ହାସଲ କରିଛନ୍ତି। ଏହି ଯୋଡ଼ି ୧୦ ମିଟର ଏୟାର ରାଇଫଲ୍ ଯୁଗଳ ବର୍ଗରେ ତୃତୀୟ ସ୍ଥାନରେ ରହି ଚଳିତ ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here