କେନ୍ଦୁଝର ଜିଲ୍ଲାପାଳଙ୍କ ପ।ଖରେ ହାଜର ହେଲେ ୬ ଖଣି ମାଲିକ

0
122

କେନ୍ଦୁଝର: ପରିବେଶ ଓ ଜଙ୍ଗଲ ଅନୁମତି ବିନା ଖଣି ଖନନ ମାମଲାରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ୬ଟି ଖଣିର ମାଲିକ ହାଜର ହୋଇଛନ୍ତି । ପରିବେଶ ଓ ଜଙ୍ଗଲ ଅନୁମତି ବିନା ଖଣି ଖନନ କରାଯାଉଥିବା ଜଣାପଡ଼ିବା ପରେ କାହିଁକି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନହେବ ସେନେଇ ପକ୍ଷ ରଖିବାକୁ ସମ୍ପୃକ୍ତ ୬ଟି ଖଣିର ମାଲିକଙ୍କୁ ନୋଟିସ ଜାରି କରାଯାଇଥିଲା । ପୂର୍ବରୁ ଶତପ୍ରତିଶତ ଜରିମାନା ଆଦାୟ ପାଇଁ ମଧ୍ୟ ନୋଟିସ ହୋଇଥିଲା । ତେବେ ସମୟସୀମା ଶେଷ ହୋଇଥିଲେ ବି ସମ୍ପୃକ୍ତ ୬ଟି ଖଣିର ମାଲିକ ଜରିମାନା ଦାଖଲ କରିନଥିଲେ ।

LEAVE A REPLY

Please enter your comment!
Please enter your name here