ପାକିସ୍ତାନ ଗଲେ ସିଦ୍ଧୁ

0
99

ଅଟାରି-ଓ୍ବାଘା: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପାକିସ୍ତାନ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶନିବାର ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି ଇମ୍ରାନ। ଅନ୍ୟପଟେ ସେ ‘ଗୁଡଓ୍ବିଲ ଆମ୍ବାସାଡର’ ଭାବେ ପାକିସ୍ତାନ ଗସ୍ତ କରିଥିବା ଇମ୍ରାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here