ଶାହଙ୍କ ରାଲି ପୂର୍ବରୁ ହେଲା ପୋଷ୍ଟର ଓ୍ବାର

0
59

କୋଲକାତା: ଭାଜପା ଅଧ୍ୟକ୍ଷ ଅମିତ ଶାହ କୋଲକାତାରେ ଶନିବାର ରାଲି କରିବା ପୂର୍ବରୁ ଭାଜପା ଓ ଟିଏମ୍‌ସି ମଧ୍ୟରେ ଆରମ୍ଭ ହୋଇଛି ପୋଷ୍ଟର ଓ୍ବାର। ଶାହଙ୍କୁ ସ୍ବାଗତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ବେଳେ ମାୟୋ ରୋଡରେ ଶାହଙ୍କୁ ବିରୋଧକରି କିଛି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ଲେଖା ଅଛି ‘ଆଣ୍ଟି ବଙ୍ଗାଲ, ବିଜେପି ଗୋ ବ୍ୟାକ୍‌’। ସୂଚନା ଅନୁଯାୟୀ, ଭାଜପା ଅଧ୍ୟକ୍ଷ ଶାହ ମାୟୋ ରୋଡରେ ‘ଯୁବ ସ୍ବାଭିମାନ ସମାବେଶ’କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଏହି କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶାହକୁ ବିରୋଧକରି ସହରରେ ଆରମ୍ଭ ହୋଇଛି ପୋଷ୍ଟର ଓ୍ବାର

LEAVE A REPLY

Please enter your comment!
Please enter your name here