ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ବି.କେ. ହରିପ୍ରସାଦ କଂଗ୍ରେସ ପ୍ରାର୍ଥୀ

0
28

ନୂଆଦିଲ୍ଲୀ: ରାଜ୍ୟ ସଭା ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ବି.କେ. ହରିପ୍ରସାଦଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିରୋଧୀ ଦଳଙ୍କ ରଣନୀତିର ମୁକାବିଲା ପାଇଁ କଂଗ୍ରେସ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ତେବେ ଏନେଇ ଅନ୍ୟ ସହଯୋଗୀ ଦଳଙ୍କ ସହିତ କଂଗ୍ରେସ ଆଲୋଚନା କରିବ ବୋଲି ହରିପ୍ରସାଦ ସୂଚିତ କରିଛନ୍ତି। ଆଲୋଚନା ପରେ ରଣନୀତି ପ୍ରସ୍ତୁତ କରାଯିବ

LEAVE A REPLY

Please enter your comment!
Please enter your name here