ବିହାରରେ ଯାଞ୍ଚ ହେବ ସବୁ ବାଳିକା ଗୃହ: ନୀତୀଶ କୁମାର

0
22

ପାଟନା: ମୁଜାଫରପୁର ବାଳିକା ଗୃହ ବଳାତ୍କାର ମାମଲା ପରେ ଏବେ ବିହାର ସରକାର ରାଜ୍ୟରେ ଥିବା ସମସ୍ତ ବାଳିକା ଗୃହ ଯାଞ୍ଚ କରିବାକୁ ସବୁ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଥିବା ସମସ୍ତ ବାଳିକା ସୁଧାର ଗୃହ ଓ ମହିଳା ସୁଧାର ଗୃହର ଯାଞ୍ଚ କରାଯିବ। ଏହାସହ ସମସ୍ତ ସୁଧାର ଗୃହରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here