ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ କ୍ୟାମ୍ପେନ କରିବେ

0
92

ଭୁବନେଶ୍ୱର:ଓଡିଶାରେ କିପରି ପୁଞ୍ଜିପତି ମ।ନେ କିପରି ଅର୍ଥ ବିନିଯୋଗ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ କ୍ୟାମ୍ପେନ କରିବେ । ଏନେଇ ଆସନ୍ତା ୮ ତାରିଖରେ ମୁମ୍ବାଇରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଏଥିରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରତିନିଧି ଦଳର ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି । ମେକ ଇନ ଓଡ଼ିଶା କନକ୍ଲେଭକୁ ସଫଳ କରିବା ପାଇଁ ଏହା ଏକ ପ୍ରସ୍ତୁତି ବୋଲି କୁହାଯାଉଛି । ଆସନ୍ତା ନଭେମ୍ବର ୧୧ରୁ ୧୫ ମଧ୍ୟରେ ଏହି କନକ୍ଲେଭ ଆୟୋଜିତ ହେବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here