ନରମିଲା ଆମେରିକା: ରୁଷିଆରୁ ସାମରିକ ଅସ୍ତ୍ରଶସ୍ତ୍ର କିଣିପାରିବ ଭାରତ

0
73

ନୂଆଦିଲ୍ଲୀ: ଭାରତ ପ୍ରତି ଆମେରିକାର ସ୍ବଭାବ ନରମିଛି। ଏଣିକି ଭାରତ ରୁଷିଆଠାରୁ ସାମରିକ ଅସ୍ତ୍ରଶସ୍ତ୍ର କିଣିବାରେ କୌଣସି ଅସୁବିଧା ନାହିଁ। ଆମେରିକା ସିନେଟ୍‌ରେ ଏନେଇ ଏକ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବ ସପକ୍ଷରେ ୮୭ ସଦସ୍ୟ ଭୋଟ ଦେଇଥିବାବେଳେ ୧୦ ସଦସ୍ୟ ଏହା ବିରୋଧରେ ଭୋଟ ଦେଇଛନ୍ତି। ଫଳରେ ବହୁମତରେ ଏହି ପ୍ରସ୍ତାବ ଗୃହୀତ ହୋଇଥିବା ଆମେରିକା ପ୍ରତିରକ୍ଷା ସଚିବ ଜେମ୍ସ୍‌ ଏନ୍‌. ମାଟିସ୍‌ ସୂଚିତ କରିଛନ୍ତି। ରୁଷିଆଠାରୁ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍‌ କିଣିବା ପାଇଁ ଭାରତ ଚାହୁଁଥିଲା। ତେବେ ଆମେରିକା ଏହାର ବିରୋଧ କରିଥିଲା। ଏଥି ପାଇଁ ୪.୫ ବିଲିୟନ ଡଲାରର ଚୁକ୍ତି ହୋଇଥିଲା

LEAVE A REPLY

Please enter your comment!
Please enter your name here