ଯୁବକଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

0
37

ଭୁନନେଶ୍ୱର: ଲୋୟର ପିଏମଜି ଛକରେ ଯୁବକଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବେକାରୀ ସମସ୍ୟା ନେଇ ଆଜି ଯୁବକଂଗ୍ରେସ ପକ୍ଷରୁ ଲୋୟରପିଏମ୍ଜି ଛକରେ ବିକ୍ଷୋଭ କରାଯାଇଥିଲା । ବିକ୍ଷୋଭକାରୀମାନେ ବିଧାନସଭା ଆଡ଼କୁ ଧସେଇ ପଶିବା ପାଇଁ ଉଦ୍ୟମ କଲାବେଳେ ପୁଲିସ ବିରୋଧ କରିଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ପୁଲିସ ୫୦ ଜଣ ଯୁବକଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here