ଧୋନୀଙ୍କ ନୂଆ ହେୟାରଷ୍ଟାଇଲ୍

0
45

ରାଞ୍ଚତ୍- ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ପରିଚିତ ଫ୍ୟାଶନ ଆଇକନ। ସେ ସର୍ବଦା ନିଜ ଲୁକ୍ସକୁ ନେଇ ପରୀକ୍ଷା ନିରୀକ୍ଷା କରନ୍ତି। ସାଧାରଣତଃ ସେ ନିଜ ହେୟାର ଷ୍ଟାଇଲକୁ ପରିବର୍ତ୍ତନ କରନ୍ତି। ଧୋନୀ ୩୭ତମ ଜନ୍ମବାର୍ଷକୀ ଅବସରରେ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ତାଙ୍କୁ ଏକ ସ୍ବତନ୍ତ୍ର ହେୟାରଷ୍ଟାଇଲ ଦେଇଥିଲେ। କିନ୍ତୁ ପୂର୍ବତନ ଅଧିନାୟକ ଏହି ଲୁକ ପରିବର୍ତ୍ତେ ପୁରୁଣା ‘ଭି’ ଶେପ ହେୟାରଷ୍ଟାଇଲକୁ ରଖିଛନ୍ତି। ଏ ନେଇ କେତେକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ମୁମ୍ବାଇର ଏକ ଶାଲୋନ ପକ୍ଷରୁ ଅପଲୋଡ଼ କରାଯାଇଛି।

LEAVE A REPLY

Please enter your comment!
Please enter your name here