ଗର୍ଭବତୀ ଛେଳିକୁ ଗ୍ୟାଙ୍ଗ ରେପ୍: ୮ ଜଣଙ୍କ ଦୁଷ୍କର୍ମ: ଛେଳିର ମୃତ୍ୟୁପରେ ପୁଲିସ ନିକଟରେ ଅଭିଯୋଗ

0
196

ହରିୟ।ଣ।: ମେବାତରେ ଏକ ଗର୍ଭବତୀ ଛେଳି ସହିତ ଆଠ ଜଣ ଲୋକ ବଳାତ୍କାର କରିଥିବାର ମାମଲା ସାମନାରେ ଆସିଛି। ଆରୋପ ଏପରି କି ବଳାତ୍କାରର ଗୋଟିଏ ଦିନ ପରେ ହିଁ ଛେଳିର ମୃତ୍ୟୁ ହୋଇଯାଇଥିଲା। ଛେଳିର ମାଲିକ ୨୬ ଜୁଲାଇରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ, ଏହା ପରେ ପୋଲିସ୍ ତଦନ୍ତ କରୁଛି।

ଏହି ମାମଲାରେ ପୁଲିସ କହିଛିଯେ, ‘ଯେଉଁ ଆରୋପିମାନଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି, ସେମାନେ ସମସ୍ତେ ଫେରାର ଅଛନ୍ତି। ମୃତ ଛେଳିର ମେଡିକାଲ ଟେଷ୍ଟ କରାଯିବ। ବିସ୍ତୃତ ଜାଞ୍ଚ କରାଯାଉଛି।’ ସୂଚନାଯୋଗ୍ୟଯେ, ଯେଉଁ ଛେଳିର ମୃତ୍ୟୁ ହୋଇଛି ସେ ଗର୍ଭବତୀ ଥିଲା।

ନଗୀନା ପୁଲିସ ଷ୍ଟେସନର ସବ-ଇନ୍ସ୍ପେକ୍ଟର ରାଜବୀର ସିଂହ କହିଛନ୍ତି, ‘ଅସଲୁ ନାମକ ବ୍ୟକ୍ତି ୨୬ ଜୁଲାଇରେ ଥାନାରେ ଅଭିଯୋଗ କରିଥିଲା କି ତା ଛେଳି ସହିତ ୨୫ ଜୁଲାଇ ରାତିରେ ସବକର, ହାରୂନ, ଜାଫର ଏବଂ ପାଞ୍ଚ ଅନ୍ୟ ଲୋକ ବଳାତ୍କାର କରିଥିଲେ। ବାକୀ ପାଞ୍ଚଜଣ ଲୋକଙ୍କର ପରିଚୟ ମିଳିନାହିଁ।’

LEAVE A REPLY

Please enter your comment!
Please enter your name here