ସମ୍ବଲପୁରରେ ସେକ୍ସ ରାକେଟ ଠାବ

0
122


ଭୁବନେଶ୍ୱର: ସମ୍ବଲପୁରରେ ସେକ୍ସ ରାକେଟ ଠାବ । ଅଇଠାପଲ୍ଲି ଥାନା ପୁଲିସ ଶକ୍ତିନଗର ଅଞ୍ଚଳର ଏକ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ପାଇଲା ପରେ ଆଜି ହଠାତ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ପୁଅ ଓ ଝିଅମାନଙ୍କୁ ଅସଞ୍ଜତ ଅବସ୍ଥାରେ ପୁଲିସ ଠାବ କରିଥିଲା । ଘରେ ଏଭଳି ସେକ୍ସ ରାକେଟ ଚାଲିବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି । ପୁଲିସ ଘର ମାଲିକଙ୍କ ସମେତ ୭ ଜଣ ଯୁବକଙ୍କୁ ଧରିବା ସହ ୫ ଯୁବତୀଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ପଚରା ଉଚରା କରାଯଉଛି । ପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here