ଭୁବନେଶ୍ବର କୁଆଖ।ଇ ନଦୀକୁ ଡେଇଁ ପଡିଲେ ଯୁବତୀ

0
40

ଭୁବନେଶ୍ୱର: କୁଆଖାଇ ନଦୀ ଭିତରକୁ ଡେଇଁ ପଡ଼ିଲେ ଯୁବତୀ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଖୋଜାଖୋଜି କରୁଛନ୍ତି । ଯୁବତୀଜଣକ କୁଆଖାଇ ନଦୀ ପୋଲ ଉପରେ ତାଙ୍କ ଗାଡ଼ି ରଖିଦେଇ ସିଧା ଡେଇଁ ପଡିଥିଲେ । ଏହା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସେମାନେ ଆସି ଖୋଜାଖୋଜି କରୁଛନ୍ତି । ଯୁବତୀଙ୍କର କୌଣସି ପତ୍ତା ମିଳିନାହିଁ । ତାଙ୍କ ପରିଚୟ ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here