ରେଳ ଷ୍ଟେସନ ୨ କୋଟି ଜବତ

0
49

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୋଗଲସରାଇ ରେଲଓ୍ବେ ଷ୍ଟେଶନରୁ ଶନିବାର ପୋଲିସ କର୍ମଚାରୀମାନେ ୨ କୋଟି ଟଙ୍କା ଠାବ କରିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ମୋଗଲସରାଇ ଜିଆର୍‌ପି ଇନ୍ସପେକ୍ଟର ଆର୍‌ କେ ସିଂ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଆୟକର ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏ ସମ୍ପର୍କରେ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here