ଶାହରୁଖ ଖାଁଙ୍କ ବୋହୁ ହେବାକୁ ଯାଉଛନ୍ତି ଏହି ସୁନ୍ଦରୀ ଯୁବତୀ, ଫୋଟୋ ଦେଖିକି ଆପଣବି ହୋଇଯିବେ ପାଗଳ…

0
182

ବଲିଉଡ ର ଚାକଚକ୍ୟ ଦୁନିଆ ରେ କିଙ୍ଗ ଖାଁ ଙ୍କ ର ନାମ ବେଶ ସୁପରିଚିତ ଅଟେ I ଏବଂ ସାରୁଖ ଖାଁ ନିଜର ସୁନ୍ଦର ଅଭିନୟ ରେ କୋଟି କୋଟି ଜନତା ଙ୍କ ର ମନ କିଣିପାରିଛନ୍ତି I ହିଂଦିଚଳଚିତ୍ର ଜଗତରେ ସାରୁଖ ଖାଁ ଏକ ବେଶ ଚର୍ଚିତ ନାମ ଅଟେ I କିନ୍ତୁ ଆଜି ଆମେ ସାରୁଖ ଖାଁ ଙ୍କ ସମ୍ପର୍କ ରେ ନୁହେ ତାଙ୍କ ପୁଅ ଙ୍କ ସମ୍ପର୍କ ରେ ଆଲୋଚନା କରିବାକୁ ଯାଉଛେ I

ସାରୁଖ ଖାଁ ଙ୍କ ର ପୁଅ ଆର୍ଯ୍ୟନ ଙ୍କ ସହ ଜଡିତ ଏକ ଖବର କୁ ନେଇ ଆମେ ଆଜି ଆଲୋଚନା କରିବାକୁ ଯାଉଛେ I ଆର୍ଯ୍ୟନ ନିଜ ପିତା ଙ୍କ ପରି ଦେଖିବାକୁ ଖୁବ ହ୍ୟାଣ୍ଡସମ ଅଟନ୍ତି I ତେବେ ଖବର ଅନୁସାରେ ଆର୍ଯ୍ୟନ ବି ଜଣେ ଯୁବତୀ ଙ୍କ ର ପ୍ରେମ ରେ ପାଗଳ ଅଟନ୍ତି I

ଆର୍ଯ୍ୟନ ଜଣେ ଯୁବତୀ ଙ୍କ ର ପ୍ରେମ ରେ ପଡିଯାଇଛନ୍ତି , ତେବେ ଏହି ଯୁବତୀ ଙ୍କ ର ପ୍ରେମ ରେ ସେ ପାଗଳ ପ୍ରାୟ ଅଟନ୍ତି I ତେବେ ଆପଣ ବି ଚିନ୍ତା କରୁଥିବେ କିଏ ଏହି ଯୁବତୀ I ସେହି ଯୁବତୀ ଆଉ କେହି ନୁହନ୍ତି ବଲିଉଡ ର ଏକ ବେଶ ସୁପରିଚିତ ପରିବାର ର ଅଟନ୍ତି I

ଖବର ଅନୁସାରେ ସେହି ଯୁବତୀ ଙ୍କ ର ନାମ ହେଉଛି ନାବେଲି ନନ୍ଦ ସେ ଅମିତାଭ ବଚ୍ଛନ ଙ୍କ ର ବଡ଼ ଝିଅ ସ୍ୱରୀତ ନନ୍ଦା ଙ୍କ ର ଝିଅ I ନାବେଲି ଙ୍କ ର ଜନ୍ମ 6 ଡିସେମ୍ବର 1997 ରେ ଜନ୍ମ ଅଟେ I ଏବଂ ଲଣ୍ଡନ ରେ ହିଁ ପାଠ ପଢିବା ସମୟ ରେ ଦୁହିଁଙ୍କ ର ପ୍ରେମ କାହାଣୀ ଆରମ୍ଭ ହେଇଥିଲା I

ଦୁହେଁ ଲଣ୍ଡନ ରେ ସ୍କୁଲ ରେ ପାଠ ପଢିବା ସମୟ ରେ ଏହି ଦୁହିଁଙ୍କ ର ପ୍ରେମ କାହାଣୀ ର ଆରମ୍ଭ ହେଇଥିଲା ଏବଂ ଇତି ମଧ୍ୟ ରେ ଦୁହିଁଙ୍କ ର ଫୋଟୋ ବି ଖୁବ ଵିରଳ ହେବାରେ ଲାଗିଛି I

ଆର୍ଯ୍ୟନ ବି ନିଜ ପିତା ଙ୍କ ପରି ଆକ୍ଟିଙ୍ଗ ରେ ନିଜ ର କ୍ୟାରିୟର କରିବାକୁ ଚାହୁଁଛନ୍ତି I ଏବଂ ତାଙ୍କ ର ପ୍ରଥମ ଡେବ୍ୟୁ ଫିଲ୍ମ ର ଡ଼ାଇରେକ୍ଟର କାରଣ ଜୋହର ଅଟନ୍ତି I

ଏବଂ ତାଙ୍କ ର ପ୍ରଥମ ଫିଲ୍ମ 2019 ରେ ବଡ଼ ପରଦା କୁ ଆସିବାକୁ ଯାଉଛି I

LEAVE A REPLY

Please enter your comment!
Please enter your name here