ଏକ ଥରକ ରେ ଲିଭରର ସବୁ ମୈଲା ସଫା କରିଦେବ ଏହି ଜୁସ, କେବେବି ହେବ ନାହିଁ କ୍ୟାନସର ଓ ଲିଭର ଜାତୀୟ ବେମାରୀ

0
406

ଆଜି ର ବ୍ୟସ୍ତବହୁଳ ଜୀବନ ରେ ପ୍ରତୋକ ବ୍ୟକ୍ତି ନିଜ ର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ I ଏହି ସମୟ ରେ ଦୁନିଆ ର ଅନେକ ଲୋକେ ଦୁଶ୍ଚିନ୍ତା ରେ ରହିଥାନ୍ତି I ପଇସା ରୋଜଗାର କରିବା ଚକର ରେ ଲୋକେ ନିଜ ଖାଦ୍ୟପେୟ ର ଧ୍ୟାନ ଦେଇ ନ ଥାନ୍ତି I ତେବେ ଏପରି କାରଣ ରୁ ଲୋକେ ନାନା ସମସ୍ୟା ରେ ପଡ଼ିଥାନ୍ତି I ଏପରି କିଛି ରୋଗ ଯାହା କି ସହଜ ରେ ଭଲ ହେଇ ନ ଥାଏ I ତେବେ ଯଦି ପ୍ରତୋକ ବ୍ୟକ୍ତି ନିଜ ଖାଦ୍ୟ ର ବିଶେଷ ଧ୍ୟାନ ଦେବେ ତ ନିଶ୍ଚିତ ରୂପେ ଲୋକେ ଏକ ସୁସ୍ଥ ବାତାବରଣ ରେ ବଂଚିପାରିବେ I

ଯଦି ଆପଣ ନିଜ ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ନ ଦେବେ ତ ଆପଣ ଙ୍କ ର ଲିବର ଜନିତ ସମସ୍ୟା ରେ ପଡ଼ିଥାନ୍ତି I ତେବେ ଯଦି ଆପଣ ଙ୍କ ର ଖାଦ୍ୟପେୟ ଠିକ ନ ରହେ ତ ଏହା ର ସିଧା ପ୍ରଭାବ ଆପଣ ଙ୍କ ର ଲିବର ଉପରେ ପଡିଥାଏ I ତେବେ ଲିବର ରେ ମୈଲା ଜମା ହେବା ଦ୍ୱାରା ଆପଣ ନାନା ପେଟ ସମସ୍ୟା ରେ ପଡ଼ିଥାନ୍ତି I ତେବେ ଆଜି ଆମେ ଆପଣ ଙ୍କୁ ଏପରି କିଛି ଉପାୟ କହିବାକୁ ଯାଉଛୁ ଯାହା କି ଆପଣ ଙ୍କ ର ଲିବର କୁ ସୁସ୍ଥ ରଖିବ I

ଆପଣ ଅନେକ ଔଷଧ ର ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ଜାଣିନାହାନ୍ତି କି ଏହା ର ପ୍ରଭାବ ଆପଣ ଙ୍କ ପାଁଇ ଖରାପ ହେଇପାରେ I ଏବଂ ଅଧିକ ସମୟ ଧରି ଆପଣ ଏହି ଔଷଧ ର ବ୍ୟବହାର କରିବା ଦ୍ୱାରା ନାନା ସମସ୍ୟା ରେ ଆପଣ ସମୁଖୀନ ହେଇ ପାରନ୍ତି I ତେବେ ଆପଣ ନିଜ ଲିବର କୁ ସୁସ୍ଥ ରଖିବା ର କିଛି ଆୟୁବେଦ ଉପାୟ ଆପଣ ଙ୍କୁ ଜଣାଇବାକୁ ଯାଉଛୁ ଯାହା କି ଲାଭଦାୟକ ହେବ I

ଆଜି ଆମେ ଏପରି ଏକ ଉପାୟ ସମ୍ପର୍କ ରେ କହିବାକୁ ଯାଉଛୁ ଯାହା କି ଲିବର ସଫା କରିବା ରେ ସହାୟକ ହେବ I ଏବଂ ଏହି ଉପାୟ ଆପଣ ଙ୍କ ର ଲିବର ସହ ଜଡିତ ସମସ୍ୟା କୁ ବି ସମାଧାନ କରିଥାଏ I ଏହା କୁ କେବଳ 7 ଦିନ ପର୍ଯ୍ୟନ୍ତ ହିଁ ପ୍ରୟୋଗ କରିବେ

ଲିବର ରେ ହେପାଟାଇଟ , ଲିବର କ୍ୟାନ୍ସର ,ଲିବର ସିରୋସିସ ପରି ଅନେକ ରୋଗ ଦେଖିବାକୁ ମିଳିଥାଏ ଏବଂ ଏହା ଦ୍ୱାରା ଲିବର ରେ ନାନା ମୈଲା ଜମା ହେଇ ରହିଥାଏ କିନ୍ତୁ ଏହି ଉପାୟ ଦ୍ୱାରା ଆପଣ ନିଜ ଲିବର ର ମୈଲା କୁ ସଫା କରିପାରିବେ I

ସାମଗ୍ରୀ
ଏହି ଉପାୟ ପାଁଇ ଆପଣ ଲାଉ , ହଳଦୀ , ଧନୀୟ , ଲେମ୍ବୁ , କଳା ଲୁଣ ଓ ଗିଲୟ ପତ୍ର ର ରସ କୁ ମିଶିଇ ଦିଅନ୍ତୁ I

ଗିଲିୟା ରସ କୌଣସି ବି ଆୟୁର୍ବେଦ ଦୋକାନ କିମ୍ବା ପତଞ୍ଜଳି ଦୋକାନ ରେ ସହଜ ରେ ମିଳିଥାଏ I ଏହା ଆପଣ ଙ୍କ ଶରିରୀ ର ଇମ୍ୟୁନିଟି କୁ ମଜବୁତ କରିଥାଏ I ଏବଂ ଏହା ସହ ଲିବର ରୁ ମୈଲା ବି ସଫା କରିଥାଏ I

ପ୍ରସ୍ତୁତ କରିବା ପ୍ରଣାଳୀ
ଲାଉ ର ଛେଲି ନେଇକି ସେଥିରେ ଧନିଆ ମିଶାଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ଏହା ର ଜୁସ ଏକ ଗ୍ଲାସ ବାହାର କରନ୍ତୁ I ଏଥିରେ ଏକ ଚାମଚ ହଳଦୀ , ଏକ ଚାମଚ କଳା ଲୁଣ ଓ ଏକ ଚାମଚ ଲେମ୍ବ ମିଶି ଦିଅନ୍ତୁ I ଏଥିରେ 30 ML ଗୋଲୀୟ ର ରସ ମିଶାଇଦିଅନ୍ତୁ I ଏହା କୁ ପିଇବା ଦ୍ୱାରା ଆପଣ ଙ୍କ ର ପେଟ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେଇଥାଏ I

LEAVE A REPLY

Please enter your comment!
Please enter your name here