ରାଜ୍ୟ ସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

0
67

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ରାଜ୍ୟ ସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି। ସେମାନେ ହେଲେ କୃଷକ ନେତା ରାମ ଶାକଲ, ଲେଖକ ତଥା ସ୍ତମ୍ଭକାର ରାକେଶ ସିହ୍ନା, ପ୍ରସ୍ତରଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ନୃତ୍ୟଶିଳ୍ପୀ ସୋନାଲ ମାନସିଂହ।

LEAVE A REPLY

Please enter your comment!
Please enter your name here