ହାଇଦ୍ରାବାଦ: ନ୍ୟାଶନାଲ ଟ୍ରାଇବାଲ ଏଣ୍ଟରପ୍ରିନ୍ୟୁର୍ସ କନ୍କ୍ଲେଭରେ ସେ ଭୁଲବଶତଃ ବିଜୟ ମାଲ୍ୟାଙ୍କ ନାମ ପଳ।ତକ କହିଥିଲେ ବିଜୟ ମାଲ୍ୟାଙ୍କ ବଦଳରେ ସେ ଅନ୍ୟ କାହା ନାମ ମଧ୍ୟ କହିପାରି ଥାଆନ୍ତେ ବୋଲି କହି କ୍ଷମ। ପ୍ର।ଥନ। କରିଛନ୍ତି । ପଳାତକ ଘୋଷିତ ହୋଇଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ସ୍ମାର୍ଟ ବୋଲି ତାଙ୍କ ପାଟିରୁ ମାଲ୍ୟାଙ୍କ ନାମ ବାହାରି ଯାଇଥିଲା। ସୂଚନାଯୋଗ୍ୟ, ଉକ୍ତ କନ୍କ୍ଲେଭରେ ସେ ମାଲ୍ୟାଙ୍କୁ ସ୍ମାର୍ଟ ଦର୍ଶାଇବା ସହ ବ୍ୟାଙ୍କରୁ ଋଣ ନେବା ଲାଗି ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଉପଦେଶ ଦେଇଥିଲେ। ଏଥିସହ ସେ କହିଥିଲେ ଯେ, ଆପଣମାନେ ଯେଉଁ ବିଜୟ ମାଲ୍ୟାଙ୍କୁ ସମାଲୋଚନା କରୁଛନ୍ତି ସେ ବେଶ୍ ବୁଦ୍ଧିମାନ। ସେ ଅନେକ ବୁଦ୍ଧିମାନ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥିଲେ।