Thursday, October 18, 2018
Home 2018 July

Monthly Archives: July 2018

ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଊତ୍ସବକୁ ଆମନ୍ତ୍ରିତ ହୋଇ ପାରନ୍ତି ମୋଦୀ

ଇସଲାମାବାଦ:କିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ ଇମ୍ରାନ୍ ଖାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍ ପାର୍ଟି ବିଜୟ ଲାଭ କରିବା ପରେ ଆଗଷ୍ଟ 11ତାରିଖରେ ଶପଥ ଗ୍ରହଣ ଊତ୍ସବ ଅନୁଷ୍ଠିତ ହେବ ।ଇମରାନଙ୍କର ଏହି ଶପଥ ଗ୍ରହଣ...

ନବୀନଙ୍କ ସହଯୋଗ ପାଇଁ ମୁକ୍ତିକାନ୍ତଙ୍କ ଭୁବନେଶ୍ୱର ପଦଯାତ୍ରା

ରାଉରକେଲା: ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ, ମେଡିକାଲ କଲେଜରେ ରୂପାନ୍ତର ପାଇଁ ୩ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ସ୍ମରଣ କରାଇବାକୁ ରାଉରକେଲାରୁ ଦିଲ୍ଲୀ...

ରାସ୍ତାରେ ନାଚିଲେ ପୋଲିସ ବାବୁ

ଗୁରୁଗ୍ରାମ: ଦିଲ୍ଲୀର ଜଣେ ପୋଲିସ କର୍ମଚାରୀ ମାଦକ ଦ୍ରବ୍ୟ ପାନ କରିବା ପରେ ଗଞ୍ଜି ଓ ସର୍ଟସ ପିନ୍ଧି ରାସ୍ତାରେ ନାଚିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଶିତଲ ମଟା ରାସ୍ତାରେ ପୋଲିସ...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ୧୧ରେ ଶପଥ ନେବେ ଇମ୍ରାନ୍‌!

ଇସଲାମାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ ୧୧୬ଟି ଆସନ ଜିତି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବା ପୂର୍ବତନ କ୍ରିକେଟର୍‌ ତଥା ପାକିସ୍ତାନ ତେହରିକ୍-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ୍‌ ଖାନ ସରକାର ଗଢ଼ିବା...

ପୌରୁଷତ୍ୱର ପ୍ରମାଣ ଦେବା ପାଇଁ ଅନ୍ୟ ମହିଳାଙ୍କ ସହ ସହବାସର ଭିଡିଓ କଲେ ଭାଇରାଲ

ଚେନ୍ନାଇ: ଦୀର୍ଘ ବର୍ଷ ଧରି ପିଲାଛୁଆ ନହେବାରୁ ସ୍ୱାମୀଙ୍କୁ ନପୁଂସକ କହି ଗାଳିଗୁଲଜ କରିବା ସହ ବିବାହ ବିଚ୍ଛେଦ କରିବାକୁ ଦାବି କରିବା ଭଳି ଏକ ଘଟଣା ତାମିଲନାଡ଼ୁର ଚେନ୍ନାଇ ସହରରେ ଦେଖିବାକୁ...

ଏବେ ଟ୍ରଲିରେ ପ୍ରସୂତି…

ଚାନ୍ଦବାଲି: ଆମ୍ବୁଲାନ୍ସ ନ ଆସିବାରୁ ଟ୍ରଲିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁହାହେଲେ ପ୍ରସୂତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଭାଟପଡା ପଞ୍ଚାୟତରେ। ସେରପୁର ଗ୍ରାମର ଜଣେ...

ବିଜେପିର ଅଭିଯୋଗ ବିଜୁ ଯୁବବ।ହୀନିର ଦୁଇଜଣ କର୍ମୀ ପ।ଇଖ।ନ। ପଇସ। ଖ।ଇଗଲେ

ଭୁନନେଶ୍ୱର: ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ଡ।କି ବିଜେଡି ବିରୋଧରେ ଅର୍ଥ ହଡ଼ପର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପାଇଖାନା ନିର୍ମାଣ ପାଇଁ ଆସିଥିବା ଅର୍ଥକୁ ବିଜେଡିର ଯୁବ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩୪ଟି ପଥପ୍ରାପ୍ତ ସୁବିଧା କେନ୍ଦ୍ର ଉଦ୍ଘାଟନ

ଭୁନନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନ୍ଫରେନ୍ସି ଜରିଆରେ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାପ୍ତ ସୁବିଧା କେନ୍ଦ୍ର ଉଦ୍ଘାଟିତ କରିଛନ୍ତି । ଏହାଦ୍ୱାରା ରାଜ୍ୟର...

ରତ୍ନଭଣ୍ଡାର ତଦନ୍ତ ଅବଧିକୁ ନେଇ ପ୍ରଶ୍ନ ଉଠ।ଇଲେ ନିରଞ୍ଜନ ପଟ୍ଟନାୟକ

ଭୁୁବନେଶ୍ୱର: ର।ଜ୍ୟରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ସବୁବେଳେ କିଛି ନ। କିଛି ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାଶଙ୍କୁ ...

ପୂର୍ବରୁ ର।ଜନ।ଥ ଓ ଏବେ ଶ।ହ।ଙ୍କ ସହ କଣ କଥ। ହେଲେ ବିଜୟ ମହ।ପ।ତ୍ର ?

ଭୁବନେଶ୍ୱର : କିଛି ଦିନ ପୂର୍ବରୁ ରାଜ୍ୟ ବିଜେପିର ସଭ।ପତି ନୀଳଗିରି ବିଧାୟକ ପ୍ରତ।ପ ଷଡ଼ଙ୍ଗୀ ହେବେ ବୋଲି ର।ଜ୍ୟ ର।ଜନୀତିରେ ଜୋରଦାର ଚର୍ଚ୍ଚା ହେଉଥିଲା । କ।ହିଁ କିନ। ସେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ...
- Advertisement -

MOST POPULAR

HOT NEWS