ଆଜିର ର।ଶିଫଳ

0
52

ମେଷ : ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଆବଶ୍ୟକ ବିଷୟ ଉପରେ ଚର୍ଚ୍ଚା ହେବ। ଆପଣଙ୍କ କୌଣସି ପରିଯୋଜନାକୁ ସରକାରୀ ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି। କାର୍ଯ୍ୟାଳୟର କାର୍ଯ୍ୟ ପାଇଁ ଯାତ୍ରାର ମଧ୍ୟ ଯୋଗ ଅଛି। ପରିବାରରେ ଆନନ୍ଦର ବାତାବରଣ ରହିବ।

ବୃଷ : ଆଜିର ଦିନ ମିଶ୍ରତ ଫଳଦାୟୀ ରହିବ। ବ୍ୟାପାରୀ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ ଏବଂ ଭବିଷ୍ୟତ ପାଇଁ ଯୋଜନା ମଧ୍ୟ ବନାଇ ପାରିବେ। ବିଦେଶ ଯିବାର ସମ୍ଭାବନା ମଧ୍ୟ ଅଛି। କୌଣସି ଧାର୍ମିକ ଯାତ୍ରା କରିପାରନ୍ତି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କାର୍ଯ୍ୟଭାର କିଛି ଅଧିକ ହୋଇପାରେ।

ମିଥୁନ : କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା ହାନି ହୋଇପାରେ। ବଦନାମ ନ ହେଉ, ଏହାର ଧ୍ୟାନ ରଖିବେ। କମ କଥାକହି, ବାଦ-ବିବାଦ କିମ୍ବା ମନମାଳିନ୍ୟକୁ ଦୂର କରି ପାରିବେ। ଖର୍ଚ୍ଚର ମାତ୍ରା ବଢ଼ିପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ମାନସିକ ରୂପରେ ଚିନ୍ତିତ ହୋଇପାରନ୍ତି।

କର୍କଟ : ସମ୍ବେଦନଶୀଳତା ଏବଂ ପ୍ରେମର ଭାବନାରେ ଭରା ମନ ଆଜି ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବ। ନୂଆ ବସ୍ତ୍ରାଭୂଷ ତଥା ବାହନ କ୍ରୟ କରିପାରନ୍ତି। ଉତ୍ତମ ଦାମ୍ପତ୍ୟ ଜୀବନ ମିଳିବ। କାରୋବାରରେ ଲାଭ ବୃଦ୍ଧି ସମ୍ଭବ ଅଟେ। ଭାଗିଦାରୀ ଲାଭଦାୟକ ରହିବ।

ସିଂହ : ଉଦାସୀନ ବୃତ୍ତି ଏବଂ ସନ୍ଦେହର ଭାବନା ମନକୁ ଅଣନିଶ୍ୱାସୀ କରିପାରେ। ଚାକିରିରେ ସମ୍ଭାଳିକରି ରୁହନ୍ତୁ। ସାଥିମାନଙ୍କ ସହଯୋଗରେ ସ୍ୱଳ୍ପତା ଅନୁଭବ କରିପାରନ୍ତି। ମାମୁଁଘର ପକ୍ଷରୁ ଚିନ୍ତାଜନକ ସମାଚାର ମିଳିପାରେ। ଉଚ୍ଚ ପଦାଧିକାରିମାନଙ୍କ ସହିତ ସଂଘର୍ଷ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।

କନ୍ୟା : ଆଜି ମନ ଚିନ୍ତିତ ହୋଇପାରେ। ଉଦର ରୋଗର ଆଶଂକା ଅଛି, ଧ୍ୟାନ ରଖିବେ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ଅବରୋଧର ସାମନା କରିବାକୁ ପଡ଼ିପାରେ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। ବୌଦ୍ଧିକ ଚର୍ଚ୍ଚା ଏବଂ ବୁଝାମଣାରେ ଅସଫଳତା ମିଳିପାରେ। ଶେୟାର-ସଟ୍ଟାରୁ ଦୂରରେ ରୁହନ୍ତୁ।

ତୁଳା : ଶତ୍ରୁମାନଙ୍କଠାରୁ ଆଜିର ଦିନ ସାବଧାନ ରୁହନ୍ତୁ। ବିଭିନ୍ନପ୍ରକାରର ବିଚାର ଆସି ମନ ଅଶାନ୍ତ ରହିବ। ଆଜିର ଦିନ ଯାତ୍ରା ସ୍ଥଗିତ ରଖିବେ। ସମୟରେ ଭୋଜନ ଏବଂ ପର୍ଯାପ୍ତ ନୀଦ ନ ଆସିବାର କାରଣରୁ ଆଳସ୍ୟ ହୋଇପାରେ। ମିତ୍ରମାନଙ୍କର ବିଷୟରେ ସାବଧାନପୂର୍ବକ କାମ କରିବା ଆବଶ୍ୟକ ଅଟେ।

ବିଚ୍ଛା : ଆଜି ଆପଣଙ୍କପାଇଁ ଲାଭଦାୟୀ ଦିନ ଅଟେ। ଆର୍ଥିକ ଲାଭରେ ଭାଗ୍ୟ ସହାୟକ ରହିବ। ସ୍ନେହୀଜନମାନଙ୍କ ସହିତ ସମ୍ବଂନ୍ଧରେ ପ୍ରେମର ଅଧିକତା ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଶୁଭ ଅଟେ। ଛୋଟେ ଯାତ୍ରାର ଆୟୋଜନ ଆପଣ କରି ପାରିବେ।

ଧନୁ : ପରିଜନମାନଙ୍କ ସହିତ ହେବାକୁଥିବା ଭୁଲ ବୁଝାବଣାରୁ ବଞ୍ଚନ୍ତୁ। ବ୍ୟର୍ଥରେ ଧନ ଖର୍ଚ୍ଚ ହୋଇପାରେ। ମନ ଅଶାନ୍ତ ଏବଂ ଦ୍ୱନ୍ଦ୍ୱରେ ରହିବା କାରଣରୁ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇ ପାରିବେ ନାହିଁ। କାର୍ଯ୍ୟଗୁଡ଼ିକରେ ନିର୍ଦ୍ଧାରିତ ସଫଳତା ମିଳିବ ନାହିଁ ନିରାଶା ହୋଇପାରେ।

ମକର : ଈଶ୍ଵର ଭକ୍ତି ଏବଂ ପୂଜା-ପାଠରେ ଆଜିର ଦିନ ପ୍ରାରମ୍ଭ କରନ୍ତୁ। ପରିବାରରେ ମଙ୍ଗଳକାରୀ ବାତାବରଣ ରହିବ। ମିତ୍ର ଏବଂ ପରିଜନମାନଙ୍କ ତରଫରୁ ଭେଟ-ଉପହାର ମିଳିବାରରୁ ଆନନ୍ଦ ଅନୁଭବ କରିବେ। କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ଚାକିରିରେ ଲାଭ ହେବ।

କୁମ୍ଭ : ଅର୍ଥ ଦେବା-ନେବା କିମ୍ବା ଜାମିନ୍ ଆପଣଙ୍କୁ ଫସେଇ ଦେଇପାରେ, ଧ୍ୟାନ ରଖିବେ। ଏକାଗ୍ରତା ଅଭାବରୁ ମାନସିକ ଅସୁସ୍ଥତା ବଢ଼ିପାରେ। ସ୍ଵାସ୍ଥ୍ୟର ସମ୍ବନ୍ଧ ଅସୁବିଧା ହୋଇପାରେ। ଅର୍ଥର ନିବେଶ ଭୁଲ ଜାଗାରେ ନ ହେଉ, ଏହା ଧ୍ୟାନ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ତାଳମେଳ ବନାଇକରି ରଖିବେ।

ମୀନ : ସମାଜରେ ଅଗ୍ରିମ ସ୍ଥାନ ପ୍ରାପ୍ତ କରି ପାରିବେ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେଇପାରନ୍ତି। ବରିଷ୍ଠ ନାଗରୀକମାନଙ୍କ ଏବଂ ମିତ୍ରମାନଙ୍କର ସହଯୋଗ ମିଳିବ। ମିତ୍ରମଣ୍ଡଳରେ ନୂଆ ସାଥୀ ଯୋଡ଼ିହେବୋ। ଚାକିରି-ବ୍ୟବସାୟରେ ଆୟ ବୃଦ୍ଧିର ଯୋଗ ଅଛି। ସନ୍ତାନ ଏବଂ ଜୀବନସାଥୀଙ୍କ ତରଫରୁ ଲାଭ ହେବ।

LEAVE A REPLY

Please enter your comment!
Please enter your name here