ଦୀପିକା ହେବେ ଶ୍ରୀଦେବୀ

0
33

ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରେ ତାଙ୍କ ଉପରେ ସିନେମା ତିଆରି ହେବା ନେଇ ଆରମ୍ଭ ହୋଇଛି ଯୋଜନା । ସିନେମାରେ ଶ୍ରୀଦେବୀଙ୍କ ଛାପକୁ ବଞ୍ଚାଇ ରଖିବା ପାଇଁ ଏବେ ଶ୍ରୀଦେବୀଙ୍କ ହିଟ୍ ଫିଲ୍ମର ରିମେକ କରାଯିବାର ଯୋଜନା ଆରମ୍ଭ ହାଇଛି । ଏହି ରିମେକେରେ ଦୀପିକା ପଦୁକୋନ ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସିବେ ବାଲି ଜଣାପଡିଛି । ୨୦୧୮ ଆରମ୍ଭରୁ ଦୀପିକା କେବଳ ଗାଟେ ଫିଲ୍ମ ପଦ୍ମାବତରେ ନଜର ଆସିଥିଲେ । ଏହା ପରଠାରୁ ତାଙ୍କର କୌଣସି ଫିଲ୍ମ ଆସି ନାହିଁ ବା ଆସିବାର ଖବର ମଧ୍ୟ ନାହିଁ । ବିଶାଲ ଭରଦ୍ୱାଜଙ୍କ ଗାଟେ ଫିଲ୍ମ ସେ ସାଇନ୍ କରିଥିବା ବେଳେ ଏ ଫିଲ୍ମର ସୁଟିଂ ଆରମ୍ଭ ହାଇ ନାହିଁ । ଏହି ମଧ୍ୟରେ ଦୀପିକାଙ୍କୁ ଶ୍ରୀଦେବୀଙ୍କ ହିଟ୍ ଫିଲ୍ମ ଦେଖିବାକୁ ମିଳିବ । କିନ୍ତୁ ଏ ପର୍ଯ୍ୟନ୍ତ ଫିଲ୍ମର ଶୀର୍ଷକ ଘୋଷଣା ହୋଇନି ।

LEAVE A REPLY

Please enter your comment!
Please enter your name here