ନିର୍ବାଚନ ପ୍ରଚାର ନାଁରେ ହାଫିଜ ଖୋଲିଛି ଆତଙ୍କର ପାଠଶାଳା

0
51

ଲାହୋର:ବମ୍ବେ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ  ପାକିସ୍ତାନରେ ଆସନ୍ତା ଜୁଲାଇରେ ହେବାକୁ ଥିବା ନିର୍ବାଚନକୁ ନେଇ ଏହି ପ୍ରଚାର ନାଁରେ ସେ ଆତଙ୍କବାଦକୁ ଉସକାଉଥିବା ଜଣାପଡିଛି। ଏଥିପାଇଁ ସେ ସୋସିଆଲ ମିଡିଆକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଲାହୋରଠାରେ ଗତ ୨୩ ଓ ୨୪ ତାରିଖରେ ହାଫିଜ ନିଜର ସଙ୍ଗଠନ ଜମାତ-ଉଦ୍‌-ଦାଓ୍ବାର ରାଜନୈତିକ ଦଳ ମିଲ୍ଲି ମୁସଲିମ୍‌ ଲିଗ୍‌କୁ ସୋସିଆଲ ମିଡିଆ ସହ ସଂଯୋଗ କରିଥିଲେ। ଏହି ୨ଦିନିଆ ଓ୍ବାର୍କସପ୍‌ ମାଧ୍ୟମରେ ପୁଣିଥରେ ହାଫିଜ୍‌ ଭାରତ ବିରୋଧରେ ଯୁବଗୋଷ୍ଠୀଙ୍କୁ ଉସକାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here