ମାନ୍ୟତାକୁ ନେଇ ବିବାଦ

0
24

ଭୁବନେଶ୍ବର:ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ପ୍ରସଙ୍ଗ, ହକି ଜାତୀୟ ମାନ୍ୟତା ପ୍ରସଙ୍ଗକୁ ଏଡ଼ାଇବା ପାଇଁ ବିରୋଧୀଙ୍କ ଏହା ଏକ ପ୍ରୟାସ : ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ପ୍ରସଙ୍ଗ, ଏନେଇ ବିଭିନ୍ନ ରାଜ୍ୟର ନୀତିଗତ ନିଷ୍ପତ୍ତିକୁ ଅନୁସରଣ କରାଯିବ, ଅନୁସରଣ ପରେ ନିଆଯିବ ନୀତିଗତ ନିଷ୍ପତ୍ତି : ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା 

LEAVE A REPLY

Please enter your comment!
Please enter your name here