ଭୁବନେଶ୍ବରରୁ ଜୟପୁରକୁ ଉଡିଲ। ବିମାନ

0
52

ଭୁବନେଶ୍ୱର: ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱରରୁ ରାୟପୁରକୁ ସିଡ଼୍ୟୁଲ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଜଣ ଯାତ୍ରୀ ଯାତ୍ରା କରିଛନ୍ତି।

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ କରିଛନ୍ତି।  ୧୮ ସିଟ୍ ବିଶିଷ୍ଟ ଏହି ବିମାନରେ ୨ଜଣ ପାଇଲଟ୍ ଓ ଜଣେ କ୍ୟାବିନ୍‌ କ୍ରୁ ରହିବେ।

ଆସନ୍ତା ଦିନରେ ଏହି ବିମାନ ଉଡାଣ ଯୋଜନାରେ ସାମିଲ ହୋଇ ଝାରସୁଗୁଡା ଓ ରାଉରକେଲା ଯାତ୍ରା କରିବ।  ତେବେ ଏହି ବିମାନ ସେବା ବେଶ୍‌ ଉପଯୋଗୀ ହେବ ବୋଲି ଯାତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here