ଭାଜପାର ହାତ ଛାଡ଼ିବାର ଇଶାରା ଦେଲେ ନୀତୀଶ

0
176

ପାଟନା: ଆଗକୁ ୨୦୧୯ ଲୋକସଭା ନିର୍ବାଚନ। ସମ୍ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାର ହାତ ଛାଡ଼ିବାର ଇଶାରା ଦେଇଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ ଆଳରେ ଅପରାଧ, ଦୁର୍ନୀତି, ଜାତିବାଦକୁ ସହ୍ୟ କରାଯିବ ନାହିଁ। ମେଣ୍ଟ ବଦଳରେ ଜେଡିୟୁ କାମକୁ ଗୁରୁତ୍ୱ ଦେଇଥାଏ। ଦାବି ଅନୁସାରେ ଆସନ ଭାଗବଣ୍ଟା ନ ହେଲେ ପରିସ୍ଥିତି ଅନ୍ୟ ପ୍ରକାର ହେବ ବୋଲି ନୀତୀଶ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ଭାଜପା ଓ ଜେଡିୟୁ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଗତ କିଛି ଦିନ ଧରି ବିବାଦ ଜାରି ରହିଛି।

LEAVE A REPLY

Please enter your comment!
Please enter your name here