ନୀତି ଆୟୋଗ ବୈଠକ: ‘ନ୍ୟୁ ଇଣ୍ଡିଆ-୨୦୨୨’ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା

0
60

ନୂଆଦିଲ୍ଲୀ: ନୀତି ଆୟୋଗ ପକ୍ଷରୁ ରାଷ୍ଟ୍ରପତି ଭବନଠାରେ ୨ ଦିନିଆ ବୈଠକ ରବିବାର ଆରମ୍ଭ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଛନ୍ତି। ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀ, ପଞ୍ଜାବ ମୁଖ୍ୟମନ୍ତୀ କ୍ୟାପଟେନ୍‌ ଅମରିନ୍ଦର ସିଂ, କ୍ୟାବିନେଟ୍‌ ମନ୍ତ୍ରୀ, କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳମାନେ ଯୋଗଦେଇଛନ୍ତି। ବୈଠକରେ ‘ନ୍ୟୁ ଇଣ୍ଡିଆ-୨୦୨୨’ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା ହେବାର କୁହାଯାଉଛି।

LEAVE A REPLY

Please enter your comment!
Please enter your name here