ପ୍ରକାଶ ପାଇଲା JEE ଆଡ଼ଭାନ୍ସଡ଼ ରେଜଲ୍ଟ

0
40

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ୍‌ (ଜେଇଇ) ଆଡ଼ଭାନ୍ସଡ଼ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍‌ jeeadv.ac.in ରେ ରେଜଲ୍ଟ ଜାଣିପାରିବେ।

JEE ଆଡ଼ଭାନ୍ସଡ଼ ୨୦୧୮ର Common Rank List (CRL)ରେ ରୁର୍‌କି ଜୋନର ପ୍ରଣବ ଗୋଏଲ୍‌ ସାରା ଦେଶରେ ୧ ନମ୍ବର ସ୍ଥାନରେ ରହି ଟପ୍ପର ହୋଇଛନ୍ତି। ସେହିପରି ଦିଲ୍ଲୀ ଜୋନ୍‌ର ମୀନାଲ ପାରଖ CRL 6 ସ୍ଥାନରେ ରହି ଝିଅମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

LEAVE A REPLY

Please enter your comment!
Please enter your name here