ଦେବଗଡ଼ ସହରରେ ୬ ଘଣ୍ଟିଆ ବନ୍ଦ ପାଳନ

0
38

ଦେବଗଡ଼: ଭୂମିହୀନଙ୍କୁ ଘରଡ଼ିହ ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦାବିରେ ଆଜି ଦେବଗଡ଼ ସହରରେ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ହେଉଛି।

ପୁରୁଣା ପୋଷ୍ଟ ଅଫିସ ଛକ ନିକଟରେ ଶହ ଶହ ସଂଖ୍ୟାରେ ଲୋକ ରାଜରାସ୍ତାରେ ଶୋଭାଯାତ୍ରା କରିବା ସହ ରାସ୍ତାରୋକ କରିଥିଲେ। ବନ୍ଦ ପାଳନ ଯୋଗୁଁ ମୁମ୍ବାଇ-କୋଲକାତା ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here