ମହାନଦୀ ପରିସ୍ଥିତି ପାଇଁ ବିଜେଡି ଦାୟୀ:ପିସିସି ସଭାପତି

0
131

ମହାନଦୀ ଟ୍ରିବ୍ୟୁନାଲ ନୋଟିସ୍‌ ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା- ମହାନଦୀ ବିବାଦ ନେଇ ପ୍ରଥମେ କଂଗ୍ରେସ ସ୍ୱର ଉଠାଇ ଥିଲା, ବିରୋଧୀ ଦଳ ନେତା ପ୍ରଥମେ ସର୍ବଦଳୀୟ ବୈଠକର ଆହ୍ୱାନ କରିଥିଲେ, ମହାନଦୀର ଦୁଇ ତୃତୀୟାଂଶ ପାଣି ହୀରକୁଦକୁ ଆସିବା ଉଚିତ, ଏବେର ମହାନଦୀ ପରିସ୍ଥିତି ପାଇଁ ବିଜେଡି ଦାୟୀ

LEAVE A REPLY

Please enter your comment!
Please enter your name here