ଆତଙ୍କବାଦୀ ଅନୁପ୍ରବେଶକୁ ନେଇ ଜମ୍ମୁ-କଶ୍ମୀରରେ ହାଇ ଆର୍ଲଟ ଜାରି

0
62

ଶ୍ରୀନଗର :ଭ।ରତ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ ସୂଚନା ନେଇ ଜମ୍ମୁ-କଶ୍ମୀରରେ ହାଇ ଆର୍ଲଟ ଜାରି ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ରାସ୍ତାଘାଟରେ ଆବଶ୍ୟକ ସ୍ଥଳେ ଯାନବାହନ ତଥା ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଲାସୀ ନିଆଯାଉଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହି ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜମ୍ମୁ ଏସ୍‌ଏସ୍‌ପି ବିବେକ ଗୁପ୍ତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here