ମହ।ନଦୀର ଜବାବ ରାଜ୍ୟବାସୀ ବିଜେପିକୁ ଦେବେ:ନିରଞ୍ଜନ ପଟ୍ଟନାୟକ

0
108

ମହାନଦୀକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା- ମହାନଦୀ ପ୍ରସଙ୍ଗରେ ମୋଦି କିଛି ଠୋସ୍‌ ନିଷ୍ପତ୍ତି ନେବା ରାଜ୍ୟବାସୀ ଆଶା କରିଥିଲେ, କିନ୍ତୁ ମୋଦି ସେ ସମ୍ପର୍କରେ ପଦୁଟିଏ ବି କହିଲେ ନାହିଁ, ଏହାର ଜବାବ ରାଜ୍ୟବାସୀ ବିଜେପିକୁ ଦେବେ

LEAVE A REPLY

Please enter your comment!
Please enter your name here