ମହାନଦୀ ଜଳ ବିବାଦ ଉପରେ ଓଡ଼ିଶା ନ୍ୟାୟ ପାଇବା ଆଶା କ୍ଷୀଣ:ବିଜୟ ମହାପାତ୍ର

0
75

ମହାନଦୀ ଜଳ ବିବାଦ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରସଙ୍ଗ, ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା- ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେବା ନେଇ ମୋଦି ସ୍ପଷ୍ଟ ନ କରିବା ଦୁଃଖଦାୟକ, ଓଡ଼ିଶା ନ୍ୟାୟ ପାଇବା ଆଶା କ୍ଷୀଣ, ରାଜ୍ୟ ସରକାର ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଦରକାର

LEAVE A REPLY

Please enter your comment!
Please enter your name here